ଶୁଙ୍ଗା Ṡuṅgā

  • ସଂ. ବି. (ଶୁଙ୍ଗ+ଆ) ଶୂକ ବା ତୀକ୍ଷ୍ଣ ଲୋମ) — Sharp pointed fur or wool of caterpillars
  • ଦେ. ବି (ସଂ. ଶିଙ୍ଘ୍ ଧାତୁ=ଆଘ୍ରାଣ କରିବାରୁ) — ଆଘ୍ରାଣ — Smelling
  • ଦେ. ବି (ସଂ. ଶିଙ୍ଘ୍ ଧାତୁ=ଆଘ୍ରାଣ କରିବାରୁ) — (ଉ—ନାସ ଶୁଙ୍ଗା)
  • ବିଣ — (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ)—ଯେ ଶୁଙ୍ଗେ — Smelling
  • ବିଣ — (ଉ—ପୋକ ଶୁଙ୍ଗା; ଗେନ୍ଧାଶୁଙ୍ଗା।)