ଶୁକ୍ଳା Ṡukḻā
- ସଂ. ବିଣ (ସ୍ତ୍ରୀ) — ଶୁକ୍ଳର ସ୍ତ୍ରୀ ଲିଙ୍ଗ — Feminine of Ṡukḻa
- ବି — (ଶୁକ୍ଳ+ସ୍ତ୍ରୀ. ଆ)—ବାଗ୍— ଦେବୀ; ସରସ୍ୱତୀ — The Goddess of learning
- ବି — [ଦ୍ର—ସରସ୍ୱତୀ ଶେତାଗୋରୀ ଓ ଶୁକ୍ଳାମ୍ବରଧରା ରୂପେ ବର୍ଣ୍ଣିତା।]
- ବି — ଶର୍କରା; ଚିନି — Sugar; white sugar
- ବି — ମିଶ୍ରି — Candied sugar (Apte)
- ବି — ଗୌରବର୍ଣ୍ଣା ସ୍ତ୍ରୀ — A woman having a white complexion (Apte)
- ବି — କାକୋଳି ଗୁଳ୍ମ — The Kākoḻī plant (Apte)