ଶୁକଧର Ṡukadhara

  • ଦେ. ବି (ପ୍ରାଚୀନ ପଦ୍ଯ) (ଶୁକ+ଅଧର) — ଶୁଆ ଚଞ୍ଚୁ — The bill or beak of a parrot
  • ଦେ. ବି (ପ୍ରାଚୀନ ପଦ୍ଯ) (ଶୁକ+ଅଧର) — [ଉ— ମଳୟ ସମୀର ମନ୍ଦିର ନାଶା ଅଟଇ ତାର। ବସନ୍ତ ଆସେ ବିଘଂସିତ ହୋଏ କି ଶୁକଧର—ପ୍ରାଚୀ. ପ୍ରତାପ ଶଶିଶେଣା।]