ଶୁକତାଲା Ṡuk-tālā

  • ଦେ. ବି (ସଂ. ସୁଖ ଓ ତଳ; ଯାହାଯୋଗୁ ଯୋତା ମାଡ଼ିବାକୁ ସୁଖ ହୁଏ) — ଚଢ଼ଉ ଜୋତାର ଭିତରେ ପଡ଼ିବା ପାଦାକୃତି ଚମଡ଼ା — A slip of leather put inside the sole of a shoe