ଶିରିଫଳ Ṡiriphaḻa

  • ଗ୍ରା. ବି (ସଂ. ଶ୍ରୀଫଳ) — ଶ୍ରୀଫଳ (ଦେଖ) — Ṡrīphaḻa (See)
  • ଗ୍ରା. ବି (ସଂ. ଶ୍ରୀଫଳ) — (ଉ—ବେନି କରେ ଧରି ଧରିତ୍ରୀମଣ୍ଡଳଶିରୀ, ଶିରୀଫଳ ଉରଜ ମକରୀ କରି କରି—ଭଞ୍ଜ. ପ୍ରେମସୁଧାନିଧି।)