ଶିରଜ Ṡiraja

  • ସଂ. ବି—(ଶିର+ ଜନ୍ ଧାତୁ+କର୍ତ୍ତୃ ଅ. ଯାହା ମୁଣ୍ଡରେ ଜନ୍ମେ) — ମୁର୍ଦ୍ଧନ; ମୁଣ୍ଡରି କେଶ; ମୁଣ୍ଡବାଳ — The hair of the head
  • ସଂ. ବିଣ — ମସ୍ତକୋତ୍ପନ୍ନ — Growing on the head