ଶିଠା Ṡiṭhā
- ଦେ. ବି(ସଂ. ଶିଷ୍ଟ, ଉଚ୍ଛିଷ୍ଟ, ଅବ ଷ୍ଟ କିମ୍ବା କୀଟ୍ଟ) — ତେଲ ଆଦିର କାଣ୍ଟି — The sendiment of the oil left at the bottom of a pot; dregs
- ଦେ. ବି(ସଂ. ଶିଷ୍ଟ, ଉଚ୍ଛିଷ୍ଟ, ଅବ ଷ୍ଟ କିମ୍ବା କୀଟ୍ଟ) — ମହୁ ଶିଠା; ମହମ — Wax
- ଦେ. ବି(ସଂ. ଶିଷ୍ଟ, ଉଚ୍ଛିଷ୍ଟ, ଅବ ଷ୍ଟ କିମ୍ବା କୀଟ୍ଟ) — ଭାଙ୍ଗ ଆଦି ଛଣାଯିବା ପରେ ଛଣା କନାରେ ରହିଯିବା ଖଦଡ଼ା ବସ୍ତୁ — Refuge left after sifting pasted ganja leaves
- ଦେ. ବି(ସଂ. ଶିଷ୍ଟ, ଉଚ୍ଛିଷ୍ଟ, ଅବ ଷ୍ଟ କିମ୍ବା କୀଟ୍ଟ) — ଦ୍ରବ୍ୟାଦିର ବର୍ଜନୀୟ ଅଂଶ — Dregs; refuse
- ଦେ. ବିଣ — ମହୁ ଶିଠାପରି ବିବର୍ଣ୍ଣ — Pale as wax; discoloured; wan
- ଦେ. ବିଣ — [ଯଥା—ତା ମୁହଁ ଶିଠା ପଡ଼ି ଗଲାଣି।]