ଶିଂଗାର Ṡiṁgāra

  • ଦେ. ବି (ସଂ. ଶୃଙ୍ଗାର) — ରାଜା ଓ ଦେବତାଙ୍କର ବେଶ ବା ସଜ୍ଜାବିନ୍ୟାସ — Toilette of a king or Deity
  • ଦେ. ବି (ସଂ. ଶୃଙ୍ଗାର) — ଭୂଷଣ; ଅଳଙ୍କାର; ବେଶ; ସଜ୍ଜା — Toilette
  • ଦେ. ବି (ସଂ. ଶୃଙ୍ଗାର) — ପରିପାଟୀ; ବେଶଜନିତ ସୌନ୍ଦର୍ଯ୍ଯ — Beauty or grace due to toilette
  • ବିଣ — ଶ୍ରେଷ୍ଠ — Excellent
  • ବିଣ — ସୁନ୍ଦର; ପରିପାଟୀଯୁକ୍ତ — Beautiful; decent