ଶାସ୍ତି Ṡāsti

  • ସଂ. ବି (ଶାସ୍ ଧାତୁ+ଭାବ ତି) — ଶାସନ; ଦଣ୍ଡ; ନିଗ୍ରହ — Punishment; correction; chastisement
  • ସଂ. ବି (ଶାସ୍ ଧାତୁ+ଭାବ ତି) — ନିୟମ; ବିଧାନ — Rule; discipline
  • ସଂ. ବି (ଶାସ୍ ଧାତୁ+ଭାବ ତି) — ଦମନ; ଶାସନ — Restraining; controlling