ଶାଳଭଞ୍ଜ Ṡāḻabhan̄ja

  • ସଂ. ବି (ଶାଳ=ଶାଳ କାଠ+ଭନଜ୍ ଧାତୁ+ସଂପ୍ରଦାନ ଇ;+ଈ; ଯାହା ପାଇଁ ଶାଳକାଠରୁ ତାଞ୍ଛନ୍ତି) — କାଷ୍ଠ ପୁତ୍ତଳିକା; କାଷ୍ଠଖୋଦିତ ମୂର୍ତ୍ତି; ପୁଅପୀଢ଼ା — A wooden doll
  • ସଂ. ବି (ଶାଳ=ଶାଳ କାଠ+ଭନଜ୍ ଧାତୁ+ସଂପ୍ରଦାନ ଇ;+ଈ; ଯାହା ପାଇଁ ଶାଳକାଠରୁ ତାଞ୍ଛନ୍ତି) — (+କର୍ତ୍ତୃ. ଅ; +ଈ) ଗଣିକା; ବେଶ୍ୟା — Prostitute; harlot
  • ସଂ. ବି (ଶାଳ=ଶାଳ କାଠ+ଭନଜ୍ ଧାତୁ+ସଂପ୍ରଦାନ ଇ;+ଈ; ଯାହା ପାଇଁ ଶାଳକାଠରୁ ତାଞ୍ଛନ୍ତି) — (+ ଅଧିକରଣ. ଅ;+ଇ) କ୍ରୀଡ଼ାବିଶେଷ — A kind of game