ଶାମ୍ବରୀ Ṡmbarī
- ସଂ. ବି (ଶମ୍ବର=ଅସୁର ବିଶେଷ+ତତ୍ କୃତାର୍ଥେ. ଅ+ ସ୍ତ୍ରୀ. ଈ) — ମାୟା — Illusion
- ସଂ. ବି (ଶମ୍ବର=ଅସୁର ବିଶେଷ+ତତ୍ କୃତାର୍ଥେ. ଅ+ ସ୍ତ୍ରୀ. ଈ) — କୁହୁକ ବିଦ୍ଯା; ଇନ୍ଦ୍ରଜାଲ; ମାୟା ବିଦ୍ଯା — Magic; sorcery; the black art
- ସଂ. ବି (ଶମ୍ବର=ଅସୁର ବିଶେଷ+ତତ୍ କୃତାର୍ଥେ. ଅ+ ସ୍ତ୍ରୀ. ଈ) — [ଦ୍ର—କଥିତ ଅଛି ଯେ ଶମ୍ବର ଦୈତ୍ୟ ପ୍ରଥମେ ଇନ୍ଦ୍ର— ଜାଳର ପ୍ରୟୋଗ କରିଥିଲା—ହି.ଶ।]
- ସଂ. ବି (ଶମ୍ବର=ଅସୁର ବିଶେଷ+ତତ୍ କୃତାର୍ଥେ. ଅ+ ସ୍ତ୍ରୀ. ଈ) — (ସ୍ତ୍ରୀ) ଯାଦୁଗର ସ୍ତ୍ରୀ; କୁହୁକୁନୀ (ହି.ଶ) — A female magician
- ସଂ. ବି (ଶମ୍ବର=ଅସୁର ବିଶେଷ+ତତ୍ କୃତାର୍ଥେ. ଅ+ ସ୍ତ୍ରୀ. ଈ) — ଏକପ୍ରକାର ଚନ୍ଦନ; ଶାମ୍ବର ଚନ୍ଦନ (ହି.ଶ) — A kind of sandal wood
- ସଂ. ବି (ଶମ୍ବର=ଅସୁର ବିଶେଷ+ତତ୍ କୃତାର୍ଥେ. ଅ+ ସ୍ତ୍ରୀ. ଈ) — ଲୋଧ (ହି.ଶ) — Simplocus Race mosus
- ସଂ. ବି (ଶମ୍ବର=ଅସୁର ବିଶେଷ+ତତ୍ କୃତାର୍ଥେ. ଅ+ ସ୍ତ୍ରୀ. ଈ) — ମୂଷାକାନୀ ଲତା (ହି.ଶ) — A kind of wild creeper