ଶାଙ୍କର Ṡāṅkara
- ସଂ. ବିଣ—(ଶଙ୍କର+ଅ) — ଶଙ୍କର ବା ଶିବ ସମ୍ବନ୍ଧୀୟ — Relating to Ṡiba
- ସଂ. ବିଣ—(ଶଙ୍କର+ଅ) — ଶଙ୍କରାଚାର୍ଯ୍ଯ ସମ୍ବନ୍ଧୀୟ (ଯଥା, ଶାଙ୍କର ଭାଷ୍ୟ) — Relating to Ṡaṅkarāchārj̄ya
- ବି. — ବୃଷ — Bull
- ବି. — ଛନ୍ଦୋବିଶେଷ — Name of a metre
- ବି. — ଆର୍ଦ୍ରା ନକ୍ଷତ୍ର (ଶିବ ଏଥିର ଦେବତା) — The 6th asterism
- ବି. — ଏକ ପ୍ରକାର ସୋମ ଲତା (ହି. ଶ.) — A kind of Soma creeper