ଶାକୁନ Ṡākuna
- ସଂ. ବିଣ (ଶକୁନ+ଅ) — ନିମିତ୍ତଜ୍ଞ — Versed in augury
- ସଂ. ବିଣ (ଶକୁନ+ଅ) — ପକ୍ଷୀ ସମ୍ବନ୍ଧୀୟ — Relating to birds
- ସଂ. ବିଣ (ଶକୁନ+ଅ) — ଅନ୍ୟର କ୍ଳେଶଦାୟକ; ପରପୀଡ଼କ — Oppressive; hurtful to others
- ସଂ. ବିଣ (ଶକୁନ+ଅ) — ଶୁଭା— ଶୁଭ ଲକ୍ଷଣ ସମ୍ବନ୍ଧୀୟ — Relating to augury
- ବି — ପଶୁ ପକ୍ଷୀମାନଙ୍କ ଡାକ ପ୍ରଭୃତି ଲକ୍ଷଣଦ୍ୱାରା ଶୁଭାଶୁଭ ନିର୍ଣ୍ଣାୟକ ଶାସ୍ତ୍ର — The science of augury; the occult science
- ବି — କାକ— ଚରିତ୍ର ଗ୍ରନ୍ଥ — The science of foretelling the future by flight and sound of birds; augury
- ବି — (ପୁଂ) ଭବିଷ୍ୟଦ୍ ବକ୍ତା — Sooth- sayer; augur
- ବି — (ପୁଂ) ଚଢ଼େଇମାରୁ (ହି. ଶ) — A fowler