ଶଲେଇବା Ṡaleibā
- ଦେ. କ୍ରି. (ସଂ. ଶଳା) — କାନର ବା ନାକର ଛିଦ୍ରରେ କାଠି ପୁରାଇବା — To thrust a wick or twig into the earhole or nostril
- ଦେ. କ୍ରି. (ସଂ. ଶଳା) — (କାନ ଓ ନାକ) ଛିଦ୍ରରେ କୌଣସି ପଦାର୍ଥ ପଶିବା ଯୋଗୁଁ ସଲ ସଲ ଅନୁଭବ କରିବା — (the ear or nostril) To have an itching sensation owing to the presence of a foreign matter