ଶର୍ଦ୍ଧ Ṡarddha

  • ସଂ. ବି—(ଶୃଧ୍ ଧାତୁ=ଅପାନ ବାୟୁ ତ୍ୟାଗ କରିବା+ଅ) — ସଶବ୍ଦ ଅପାନ ବାୟୁ ତ୍ୟାଗ; ବାତକର୍ମ; ପାଡ଼ିବା — Breaking wind; loud expulsion of wind through the anus
  • ସଂ. ବି—(ଶୃଧ୍ ଧାତୁ=ଅପାନ ବାୟୁ ତ୍ୟାଗ କରିବା+ଅ) — ଆର୍ଦ୍ରତ୍ୱ — Dampness
  • ସଂ. ବି—(ଶୃଧ୍ ଧାତୁ=ଅପାନ ବାୟୁ ତ୍ୟାଗ କରିବା+ଅ) — ତେଜଃ (ବିଶ୍ୱକୋଷ) — Energy