ଶର୍କରା Ṡarkarā
- ସଂ. ବି (ଶୃ ଧାତୁ=ବଧ କରିବା, ନଷ୍ଟ ହେବା+କର୍ତ୍ତୃ. କର+ଆ) — ଚିନି; ଖଣ୍ଡ; କନ୍ଦ; ଗୁଡ଼ଆଦି ମିଷ୍ଟ ପଦାର୍ଥ — Sugar
- ସଂ. ବି (ଶୃ ଧାତୁ=ବଧ କରିବା, ନଷ୍ଟ ହେବା+କର୍ତ୍ତୃ. କର+ଆ) — କର୍ପର ଖଣ୍ଡ; ଖପରା; ହାଣ୍ଡି ଆଦିର କ୍ଷୁଦ୍ରଖଣ୍ଡ — Potsherd
- ସଂ. ବି (ଶୃ ଧାତୁ=ବଧ କରିବା, ନଷ୍ଟ ହେବା+କର୍ତ୍ତୃ. କର+ଆ) — ପଦାର୍ଥର କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ — Small bits or pieces
- ସଂ. ବି (ଶୃ ଧାତୁ=ବଧ କରିବା, ନଷ୍ଟ ହେବା+କର୍ତ୍ତୃ. କର+ଆ) — କଙ୍କର — Gravel
- ସଂ. ବି (ଶୃ ଧାତୁ=ବଧ କରିବା, ନଷ୍ଟ ହେବା+କର୍ତ୍ତୃ. କର+ଆ) — ରୋଗ ବିଶେଷ; ମଧୁମେହ — A disease, sugar in the urine
- ସଂ. ବି (ଶୃ ଧାତୁ=ବଧ କରିବା, ନଷ୍ଟ ହେବା+କର୍ତ୍ତୃ. କର+ଆ) — ଅସ୍ମରୀ; ପଥୁରୀ ନାମକ ରୋଗ — Stone in the bladder
- ସଂ. ବି (ଶୃ ଧାତୁ=ବଧ କରିବା, ନଷ୍ଟ ହେବା+କର୍ତ୍ତୃ. କର+ଆ) — ତ୍ରିଦୋଷ ଯୋଗୁଁ ମାଂସ, ଶିରା ଓ ସ୍ନାୟୁରେ ଗ୍ରନ୍ଥି ଉତ୍ପନ୍ନ ହେବା ରୋଗ (ଉକ୍ତ ଗ୍ରନ୍ଥିରୁ ଘିଅ, ମହୁ ଓ ଚର୍ବିପରି ପୂଜ ବାହାରେ (ହି. ଶ) — A disease in which there grow knots inside the body