ଶରିଅତ୍ Ṡariat

  • ବୈଦେ. ବି. (ଫା. ଶର୍ତ୍ତ) — ଶର୍ତ୍ତ; ଚୁକ୍ତିର ଭିନ୍ନ ଭିନ୍ନ ଅଙ୍ଗ) — Terms; different conditions of an agreement
  • ବିଣ — ମୁସଲ୍ମାନ୍ମାନଙ୍କ ସରା ବା ଦାୟାଦାଧିକାର ଶାସ୍ତ୍ର ସମ୍ବନ୍ଧୀୟ — Relating to the Mahomedan law of inheritance