ଶରାସନ Ṡarāsana

  • ସଂ. ବି — (ଶର+ଅସ୍ ଧାତୁ=କ୍ଷେପଣ କରିବା+ କରଣ. ଅନ; ଯାହାଦ୍ୱାରା ଶର କ୍ଷେପଣ କରାଯାଏ)— ଧନୁକ; କାର୍ମୁକ — A bow
  • ସଂ. ବି — ଧୃତ— ରାଷ୍ଟ୍ରଙ୍କ ଏକପୁତ୍ର (ହି. ଶ) — Name of a son of Dhṛutarāshṭra