ଶରଦିଜ Ṡaradija

  • ସଂ. ବିଣ. (ସଂ. ଶରଦି=ଶରତ୍କାଳରେ+ଜନ୍ ଧାତୁ+ କର୍ତ୍ତୃ. ଅ; ଅଲୁକ୍ ସମାସ) — ଶରତ୍କାଳରେ ଜାତ; ଶାରଦୀୟ — Produced in autumn; autumnal