ଶମ୍ଭୁକର Ṡambhukara
- ଦେ. ବି — ପୁରୀ ଜିଲ୍ଲା ରାହାଙ୍ଗ ବ୍ରାହ୍ମଣ ଶାସନର କେତେକ କୁଳୀନ ବ୍ରାହ୍ମଣଙ୍କର ପୂର୍ବପୁରୁଷଙ୍କ ନାମ; (ଏହାଙ୍କ ନାମ ଅନୁସାରେ ଏହାଙ୍କ ବଂଶଧରମାନେ 'ଶମ୍ଭୁକର ମିଶ୍ର' ବୋଲି ଏ ପର୍ଯ୍ୟନ୍ତ ପରିଚିତ) — Name of a Brahman from whom are descended the Ṡambhukara miṡra Brāhmaṇas of Puri
- ଦେ. ବି — ପୁରୀ ଜିଲ୍ଲାର ରାହାଙ୍ଗର ଶାସନର ବ୍ରାହ୍ମଣମାନଙ୍କର ଶାଖା ବିଶେଷ — Name of a sect Brāhmaṇas of Puri