ଶଣ୍ଢେଈ Ṡaṇḍheī

  • ଦେ. ବିଣ. ସ୍ତ୍ରୀ — ଅଣ୍ଡିରାଚଣ୍ଡୀ; ମକମକେଈ; ହମ ହମେଈ; ବୃଷସ୍ୟନ୍ତୀ (ସ୍ତ୍ରୀ); କାମାତୁରା ହୋଇ ପୁରୁଷ ସଂଗମାର୍ଥିନୀ — (a woman). Eagerly hankering after or soiliciting cohabitation