ଶଙ୍କୁର Ṡaṅkura

  • ସଂ. ବିଣ. ପୁଂ (ଶଙ୍କ୍ ଧାତୁ+ 5 ମୀ. ଉର) — ଭୟଙ୍କର — Terrific
  • ସଂ. ବି — ପୌରାଣିକ ଦାନବ ବିଶେଷ (ହି. ଶ) — Name of a demon