ଶଙ୍କନୀୟ Ṡaṅkanīya

  • ସଂ. ବିଣ (ଶଙ୍କ୍ ଧାତୁ+କର୍ମ. ଅନୀୟ) — ଯାହାକୁ ଶଙ୍କା କରାଯାଏ — To be feared
  • ସଂ. ବିଣ (ଶଙ୍କ୍ ଧାତୁ+କର୍ମ. ଅନୀୟ) — ଶଙ୍କାର ବିଷୟୀଭୂତ — Apprehensible
  • ସଂ. ବିଣ (ଶଙ୍କ୍ ଧାତୁ+କର୍ମ. ଅନୀୟ) — ଯାହା ସମ୍ବନ୍ଧରେ ସନ୍ଦେହ ହୁଏ — Doubtful; questionable