ଲୋଟିବା Loṭibā
- ଦେ. କ୍ରି (ସଂ. ଲୁଣ୍ଠ; ପ୍ରା. ଲୋଟ) — ବିଲୁଣ୍ଠିତ ହେବା — To roll; to wallow
- ଦେ. କ୍ରି (ସଂ. ଲୁଣ୍ଠ; ପ୍ରା. ଲୋଟ) — [ଉ—ସେ ବନ ପର୍ବତ କୁଞ୍ଚିକୁଞ୍ଚିକା। ଲୋଟଇ ତା ଶିଖେ ବନ ଲତିକା—ନନ୍ଦକିଶୋର, ନିର୍ଝରିଣୀ।]
- ଦେ. କ୍ରି (ସଂ. ଲୁଣ୍ଠ; ପ୍ରା. ଲୋଟ) — ଲୁଟିନେବା; ଡକାଇତି କରି ବସ୍ତୁ ଅପହରଣ କରିବା — To take things by robbery or dacoity