ଲୋଟିଆ Loṭiā

  • ଦେ. ବି — ଛୋଟ ଲୋଟା; ଲୋଟି — Small jug
  • ଦେ. ବି — ଯେଉଁ ଭୃତ୍ୟ ପାଣି ଲୋଟା ଧରି ପ୍ରଭୁଙ୍କ ସାଙ୍ଗରେ ଥାଏ — A personal servant who is the jug-bearer of a master
  • ଦେ. ବି — ଲୁଟିଆରା; ଡକାଇତ — Pillager; plunderer