ଲୋଚ୍ଚା Lochchā
- ଦେ. ବିଣ. ପୁଂ. (ସଂ. ଲୁକ୍ଧାତୁ ଗୋପନକରିବା; ସଂ. ଲୁଞ୍ଚନ= ସଙ୍କୁଚିତ କରିବା। (ମନ୍ଦାର୍ଥ) — ଲମ୍ପଟ — Adulterous; licentious
- ଦେ. ବିଣ. ପୁଂ. (ସଂ. ଲୁକ୍ଧାତୁ ଗୋପନକରିବା; ସଂ. ଲୁଞ୍ଚନ= ସଙ୍କୁଚିତ କରିବା। (ମନ୍ଦାର୍ଥ) — ନଷ୍ଟ— ଚରିତ୍ର — Immoral
- ଦେ. ବିଣ. ପୁଂ. (ସଂ. ଲୁକ୍ଧାତୁ ଗୋପନକରିବା; ସଂ. ଲୁଞ୍ଚନ= ସଙ୍କୁଚିତ କରିବା। (ମନ୍ଦାର୍ଥ) — ଗୁପ୍ତପ୍ରଣୟକାରୀ — (a person) Given to secret and illicit amour
- ଦେ. ବିଣ. ପୁଂ. (ସଂ. ଲୁକ୍ଧାତୁ ଗୋପନକରିବା; ସଂ. ଲୁଞ୍ଚନ= ସଙ୍କୁଚିତ କରିବା। (ମନ୍ଦାର୍ଥ) — ଚାଇଆ — Pilfering
- ବି — ନଷ୍ଟଚରିତ୍ର ବ୍ଯକ୍ତି — A profligate; a wencher
- ବି — ଚାଇଁ — A pilferer