ଲେପନୀୟ Lepaniya

  • ସଂ. ବିଣ (ଲିପ୍ ଧାତୁ+କର୍ମ. ଅନୀୟ) — ଯେଉଁ ପଦାର୍ଥ ବୋଳାଯିବାର ଉପଯୁକ୍ତ — (A thing) Fit to be smeared or anointed
  • ପୁଂ. — ଯାହା ଦେହରେ ଚନ୍ଦନାଦି ବୋଳାଯିବା ଯୋଗ୍ୟ — (Person) Requiring to be smeared over with ointment