ଲେନ୍ସ୍ Len-s

  • ବୈଦେ. ବି [ଇଂ.] — ନ୍ୟୂବ୍ଜପୃଷ୍ଠ କ୍ଷୀଣୋଦର କାଚ; ସ୍ଥୂଳ— ମଧ୍ୟ ବା କ୍ଷୀଣମଧ୍ୟ କାଚ, ଯାହା ମଧ୍ୟଦେଇ ଚାହିଁଲେ ପଦାର୍ଥ ମାନ ବଡ଼ ବ ସାନ ଦେଖାଯାଏ ଓ ଯେଉଁ କାଚ ଅଣୁବୀକ୍ଷଣଯନ୍ତ୍ର ଓ ଚଷମା ଓ ଦୂରବୀକ୍ଷଣ ଯନ୍ତ୍ରରେ ଲାଗେ — Lens
  • ବୈଦେ. ବି [ଇଂ.] — [ଦ୍ର—ଯେଉଁ କାଚର ପୃଷ୍ଠ ପଦାକୁ ବାହାରି ଥାଏ (ନୂବ୍ଜପୃଷ୍ଠ), ତାକୁ — Convexଓ ଯେଉଁ କାଚର ଉଦର ଭିତରକୁ ପଶି ଯାଇଥାଏ (କ୍ଷୀଣୋଦର) ତାକୁConcaveଲେନ୍ସ୍ ବୋଲାଯାଏ