ଲେପକ Lepaka
- ସଂ. ବିଣ. ପୁଂ. — ଲେପନକାରୀ; ଯେ ଲିପେ — Plastering; smearing
- ସଂ. ବିଣ. ପୁଂ. — ଯେ ପଲସ୍ତରା କରେ; ରାଜମିସ୍ତ୍ରୀ — A plasterer; a mason
- ସଂ. ବିଣ. ପୁଂ. — ଚିତ୍ରକର ଜାତି ବିଶେଷ — Name of a caste of painters
- ସଂ. ବିଣ. ପୁଂ. — ଯେ ଛାଞ୍ଚ ବା ଆଦର୍ଶମାନ ତିଆରି କରେ — A maker of moulds or models (Apte)