ଲେଖନକାର Lekhanakāra
- ସଂ. ବି — ଲେଖକ — Writer
- ସଂ. ବି — ଯେଉଁ ବ୍ଯକ୍ତି କୌଣସି ଲେଖାକୁ ତାଳପତ୍ରରେ ବା କାଗଜରେ ଲେଖିଥାଏ — Scribe; penman
- ସଂ. ବି — ନକଲନବିସ୍; ଲିପିକର — Copyist
- ସଂ. ବି — ଯେ ଲେଖାଲେଖି କରି ଜୀବିକା ନିର୍ବାହ କରେ — A professional scribe, writer or author
- ସଂ. ବି — [ଉ—ଶୁଦ୍ଧ ଅଶୁଦ୍ଧ ପୂରାଇ ଗାଇବ, ଲେଖଲକାର ଦୋଷ ନ ଧରିବ। ଢଗ।]