ଲୁଣ୍ଠନ Luṇṭhana

  • ସଂ. ବି.—(ଲୁଣ୍ଠ୍ ଧାତୁ+ଭାବ. ଅନ) — ଭୂମିରେ ଲୋଟିବା; ତଳେ ଗଡ଼ିବା — Wallowing; rolling on the ground
  • ସଂ. ବି.—(ଲୁଣ୍ଠ୍ ଧାତୁ+ଭାବ. ଅନ) — ବଳପୂର୍ବକ ଅପହରଣ — Plundering