ଲିପିକର Lipikara

  • ସଂ. ବି. ପୁଂ. — (ଲିପି+କୃ ଧାତୁ+କର୍ତ୍ତୃ. ଅ)— 1 । ଲେଖକ — (ଲିପି+କୃ ଧାତୁ+କର୍ତ୍ତୃ. ଅ)—1 ଲେଖକ—1. Writer; scribe; a penman
  • ସଂ. ବି. ପୁଂ. — ଯେ ନକଲ ଲେଖେ; ନକଲ ନବିସ୍ — A copyist
  • ସଂ. ବି. ପୁଂ. — ଚିତ୍ରକର — Painter
  • ସଂ. ବି. ପୁଂ. — ଯେ ଘରର କାନ୍ଥ ଆଦିରେ ଚୂନ ଲିପେ ଓ ସଫେଦି କରି — A whitewasher; a plasterer (Apte)
  • ଦେ. ବି. ପୁଂ. — ଯେ ଛପା ଅକ୍ଷରମାନଙ୍କୁ ଏକତ୍ର ବସାଏ — A compositor in a printing press
  • ଦେ. ବି. ପୁଂ. — ଯେ ଅକ୍ଷରକୁ ମୁଦ୍ରାଯନ୍ତ୍ରଦ୍ୱାରା କାଗଜ ଉପରେ ଛାପେ — A printer