ଲିଖିତ Likhita

  • ସଂ. ବିଣ (ଲିଖ୍ ଧାତୁ+କର୍ମ. ତ) — ଯାହା ଲେଖା ହୋଇଅଛି — Written
  • ସଂ. ବିଣ (ଲିଖ୍ ଧାତୁ+କର୍ମ. ତ) — ଅଙ୍କିତ — Drawn
  • ସଂ. ବିଣ (ଲିଖ୍ ଧାତୁ+କର୍ମ. ତ) — ଚିତ୍ରିତ — Painted
  • ସଂ. ବି — (+ ଭାବ. ତ) ଲେଖା — Writing
  • ସଂ. ବି — ହିନ୍ଦୁଧର୍ମଶାସ୍ତ୍ରପ୍ରଣେତା ମୁନି ବିଶେଷ — Name of a Hindu law-giver of ancient India
  • ସଂ. ବି — (+ କର୍ମ ତ) ଲେଖ୍ୟ ପତ୍ରାଦି; ଦଲିଲ — Deed; document; letter