ଲାସିକା Lāsikā

  • ସଂ. ବି. (ଲସ୍ ଧାତୁ+କର୍ତ୍ତୃ. ଅକ+ଆ) — ନର୍ତ୍ତକୀ — A female dancer
  • ସଂ. ବି. (ଲସ୍ ଧାତୁ+କର୍ତ୍ତୃ. ଅକ+ଆ) — ବେଶ୍ୟା — A prostitute (Apte)
  • ସଂ. ବି. (ଲସ୍ ଧାତୁ+କର୍ତ୍ତୃ. ଅକ+ଆ) — ଅସତୀ ସ୍ତ୍ରୀ — An unchaste women (Apte)
  • ସଂ. ବି. (ଲସ୍ ଧାତୁ+କର୍ତ୍ତୃ. ଅକ+ଆ) — (+ ଭାବ ଅକ+ଆ)—ଏକପ୍ରକାର ନାଟକାଭିନୟ — A kind of dramatic performance (Apte)