ଲାଭାଡ଼ି Lābhāṟḍ̠i

  • ପ୍ରାଦେ. (ପୁରୀ) ବି (ଗାଳିରେ ବ୍ଯବହୃତ) (ସଂ. ଲାଭ ଲୋଲୁପ) — ଅତି ଲୋଭୀ (ବ୍ଯକ୍ତି) — Very avaracious
  • ପ୍ରାଦେ. (ପୁରୀ) ବି (ଗାଳିରେ ବ୍ଯବହୃତ) (ସଂ. ଲାଭ ଲୋଲୁପ) — ଲାଭ ପାଇବା ପାଇଁ ଅତ୍ୟଧିକ ବ୍ୟଗ୍ର (ବ୍ଯକ୍ତି) — Hankering after profit