ଲାଭକର Lābhakara

  • ସଂ. ବିଣ (ଲାଭ+କୃ ଧାତୁ+କର୍ତ୍ତୃ. ଅ) — ଲାଭ— ଜନକ; ଆୟଜନକ — Profitable
  • ସଂ. ବିଣ (ଲାଭ+କୃ ଧାତୁ+କର୍ତ୍ତୃ. ଅ) — ସୁବିଧା ଜନକ — Advantageous
  • ସଂ. ବିଣ (ଲାଭ+କୃ ଧାତୁ+କର୍ତ୍ତୃ. ଅ) — ମଙ୍ଗଳକର — Beneficial
  • ସଂ. ବି (ଆଧୁନିକ) — ଆୟକର; ମନୁଷ୍ୟର ଲାଭ ଉପରେ ସରକାରଙ୍କ ନେବା ଶୁଳ୍କ; ଇନ୍କମ୍ଟିକସ — Income tax