ଲାଭ ଲେଶ Lābha leṡa
- ଦେ. ବି — ସାମାନ୍ୟ ମାତ୍ର ଲାଭ; କିଛିମାତ୍ର ଲାଭ — A little profit
- ଦେ. ବି — ବିକ୍ରେତାଠାରୁ ମୂଲ୍ୟାନୁଯାୟୀ ଦ୍ରବ୍ୟ କିଣିବା ପରେ କ୍ରେତାର ଆଣିବା ସାମାନ୍ୟ ମାତ୍ର ଅଧିକା ଦ୍ରବ୍ୟ — The extra thing taken by the purchaser in addition to what is purchased by him, by way of grace