ଲାଭ ଗୃହ Lā gṛuha

  • ସଂ. ବି. (ଜ୍ୟୋତିଷ) — ମନୁଷ୍ୟର ଜନ୍ମ ଲଗ୍ନଠାରୁ ଏକାଦଶ ସ୍ଥାନ — (astrology) The eleventh place from one's Lagna
  • ସଂ. ବି. (ଜ୍ୟୋତିଷ) — [ଦ୍ର—ଜନ୍ମ କୁଣ୍ଡଳୀରେ ଲଗ୍ନର 11 ଶ ଗୃହରୁ ଜାତକର ଧନ ସମ୍ପତ୍ତି, ସନ୍ତାନ, ଆୟୁଃ ଓ ବିଦ୍ୟା ସ୍ଥିର କରାଯାଏ।] — [ଦ୍ର—ଜନ୍ମ କୁଣ୍ଡଳୀରେ ଲଗ୍ନର11ଶ ଗୃହରୁ ଜାତକର ଧନ ସମ୍ପତ୍ତି, ସନ୍ତାନ, ଆୟୁଃ ଓ ବିଦ୍ୟା ସ୍ଥିର କରାଯାଏ]