ଲାଥୁରା Lāthurā

  • ଦେ. ବିଣ. ପୁଂ. — ମାଂସଳ; ଯେଉଁ ବ୍ଯକ୍ତିର ଦେହରେ ମାଂସାଧିକ୍ୟ ଯୋଗୁ ମାଂସ ପିଣ୍ଡମାନ ଥଲ ଥଲ ହେଉଥାଏ — Corpulent; fat; having excessive flesh