ଲାଦ Lāda

  • ଦେ. ବି (ସଂ. ଲଡ଼୍ ଧାତୁ=ଉତ୍କ୍ଷେପଣ କରିବା; ତୁଳ. ଇଂ. ଲୋଡ୍) — କୋଣସି ବସ୍ତୁ ଉପରେ ହାତୁଡ଼ା ଆଦି ଦ୍ୱାରା ପ୍ରହାର କରିବାକୁ ହେଲେ ସେ ମାଡ଼ ଉକ୍ତ ଜିନିସ ଉପରେ ଦୃଢ଼ଭାବରେ ବସିବା ପାଇଁ ଜିନିସର ତଳେ ଦିଆଯିବା ଠେକ; ନାଦ — A fulcrum or support put below a thing in order that the thing may be soundly beaten with a hammer