ଲହୁରୁଣୀ Lahuruṇī

  • ଦେ. ବି (ସଂ. ନଖରଞ୍ଜନୀ) — ଭଣ୍ଡାରିଙ୍କର ତୀକ୍ଷ୍ଣାଗ୍ର କ୍ଷୁଦ୍ର ଅସ୍ତ୍ର; ନଖାଗ୍ର ଛେଦନ କରିବାର ଅସ୍ତ୍ର — A nail- clipper used by barbers; nail cutter