ଲହୁଡ଼ା Lahuṟḍ̠ā

  • ଗ୍ରା. ବି (ଅଶିଷ୍ଟ; ହି. ଲୌଡ଼ା; ଲୋଲା; ସଂ. ଲୁଳ୍ ଧାତୁରୁ ଉତ୍ପନ୍ନ ଲୋଳ; କିମ୍ବା ସଂ. ଲଗୁଡ଼) — ମେଢ୍ର; ଶିଶ୍ନ; ପୁରୁଷର ଲିଙ୍ଗ — Penis; male organ