ଲସେଇବା Laseibā
- ଦେ. ବି (ସଂ. ଲସିକା) — (ଲସିବା କ୍ରିୟାର ଣିଜନ୍ତ ରୂପ) ତଳକୁ ଦବାଇବା — To press downwards; to suppress
- ଦେ. ବି (ସଂ. ଲସିକା) — (ସଂ. ରସ ନିର୍ଗମନ) ଘାଆ ବା ବ୍ରଣ ଆଦିରୁ ଲସା ବୋହିବା — To water; to discharge watery substance or lymph (said of sores etc)
- ଦେ. ବି (ସଂ. ଲସିକା) — ଭୟରେ ଶଙ୍କିତ କରାଇବା — To frighten a person terribly
- ଦେ. ବି (ସଂ. ଲସିକା) — ଦୂର କରିବା — To remove
- ଦେ. ବି (ସଂ. ଲସିକା) — [ଉ—ପାସୋରାଇ ମନୁ ନାନା କଦନ ଲସାଇ, ପୀଡୁ ଅଶ୍ରୁ ବରଷାଇ ଗୋ। କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ପ. ଗୀତ।]