ଲସୀକା Lasīkā

  • ସଂ. ବି. ସ୍ତ୍ରୀ (ଲସ୍ ଧାତୁ+କର୍ତ୍ତୃ. ଈକ+ଆ) — ଇକ୍ଷୁରସ; ଦୋରୁଆ — Sugarcane juice
  • ସଂ. ବି. ସ୍ତ୍ରୀ (ଲସ୍ ଧାତୁ+କର୍ତ୍ତୃ. ଈକ+ଆ) — ଶରୀରସ୍ଥ ରସ; ଜଳବତ୍ ତରଳ ପଦାର୍ଥ; ରକ୍ତର ଶିରା ପଥରେ ପ୍ରବିଷ୍ଟ ହେବା ପୂର୍ବର ଅବସ୍ଥା — Lymph