ଲମ୍ବତା Lambatā

  • ସଂ. ବି (ଲମ୍ବ+ଭାବ. ତା, ତ୍ୱ) — ଦୀର୍ଘତା; ଦୈର୍ଘ୍ୟ — Length
  • ପ୍ରାଦେ (ଜୟପୁର) ବି — ରାଜାଙ୍କର ପାଖ ଲୋକ — Orderly of a Raja