ଲମ୍ବନ Lambana
- ସଂ. ବି—(ଲମ୍ବ୍ ଧାତୁ+ଭାବ. ଅନ) — ଲମ୍ବମାନ ହେବା; ଝୁଲିବା — Act of hanging or being suspended
- ସଂ. ବି—(ଲମ୍ବ୍ ଧାତୁ+ଭାବ. ଅନ) — (ଲମ୍ବ୍ ଧାତୁ, ଣିଚ+ଭାବ. ଅନ) ଝୁଲାଇବା — Act of suspending
- ସଂ. ବି—(ଲମ୍ବ୍ ଧାତୁ+ଭାବ. ଅନ) — ଅବ— ଲମ୍ବନ; ଆଶ୍ରୟଗ୍ରହଣ — Taking shelter or depending on
- ସଂ. ବି—(ଲମ୍ବ୍ ଧାତୁ+ଭାବ. ଅନ) — ନାଭି ପର୍ଯ୍ୟନ୍ତ ଲମ୍ବିବା ହାର — A long necklace reaching the navel
- ସଂ. ବି—(ଲମ୍ବ୍ ଧାତୁ+ଭାବ. ଅନ) — (+କର୍ମ ଅନ) ଆଶ୍ରୟ; ଆବଲମ୍ବ; ସହାୟ (ହି. ଶ.) — Shelter; refuge
- ସଂ. ବି—(ଲମ୍ବ୍ ଧାତୁ+ଭାବ. ଅନ) — ଶିବ — Ṡiba (Apte)
- ସଂ. ବି—(ଲମ୍ବ୍ ଧାତୁ+ଭାବ. ଅନ) — ଧଡ଼ି — Fringe (Apte)
- ସଂ. ବି—(ଲମ୍ବ୍ ଧାତୁ+ଭାବ. ଅନ) — (+କର୍ତ୍ତୃ ଅନ) କଫ (ହି. ଶ.) — Phlegm
- ସଂ. ବି—(ଲମ୍ବ୍ ଧାତୁ+ଭାବ. ଅନ) — ଶିବ — Ṡiba
- ସଂ. ବି—(ଲମ୍ବ୍ ଧାତୁ+ଭାବ. ଅନ) — ଏକ ପ୍ରକାର ଯୁଦ୍ଧ — A kind of fighting (Apte)