ଲଫେଇବା Lapheibā

  • ପ୍ରାଦେ. (ବାଲେଶ୍ୱର) କ୍ରି — ଶେଉଳ ପ୍ରଭୃତି ମାଛ ଧରିବା ଆଶାରେ ଜୀଅନ୍ତା ମାଛ; କଳିକତରା ଇତ୍ୟାଦି ବନସୀ କଣ୍ଟାରେ ଗୁନ୍ଥି ତାକୁ ଜଳର ଉପରିଭାଗରେ ଧୀରେ ଧୀରେ ନଚାଇବା — To dangle animal bait by means of the angling rod to allure fish for being caught