ଲଫା Laphā

  • ବୈଦେ. ବି. (ଫା. ନଫା; ତୁଳ—ସଂ. ଲାଭ, ଲଭ୍ୟ) — ବ୍ଯବସାୟରୁ ପ୍ରାପ୍ତ ଲାଭ — Profit
  • ବୈଦେ. ବି. (ଫା. ନଫା; ତୁଳ—ସଂ. ଲାଭ, ଲଭ୍ୟ) — (ଉ—ରଫା ଠଉଁ ଲଫା ନାହିଁ—ଢଗ।)