ଲଣ୍ଡିତ Laṇḍita

  • ଦେ. ବିଣ. (ସଂ. ମୁଣ୍ଡିତ; ଇଂ. ପଣ୍ଡିତିଆ ଆକାର) — ମୁଣ୍ଡିତ — Shaven
  • ଦେ. ବିଣ. (ସଂ. ମୁଣ୍ଡିତ; ଇଂ. ପଣ୍ଡିତିଆ ଆକାର) — (ଉ—ଅତି ବଡ଼ ଶୋଭିତ ଲଣ୍ଡିତ ମୁଣ୍ଡା, ଅତି ବଡ଼ ଶୋଭିତ ଖଣ୍ଡିତ ତୁଣ୍ଡା ପଣ୍ଡିତିଆ ଓଡ଼ିଆ ଉଦ୍ଭଟ ଶ୍ଳୋକ।)