ଲଖା ଲଖି Lakhā lakhi

  • ଦେ. ବି ଓ ବିଣ — (ସଂ. ଲଖ୍ୟ)—ପରସ୍ପରରେ ବିନ୍ଧାବିନ୍ଧି ହେବା — Aiming at each other
  • ଦେ. ବି ଓ ବିଣ — [ଉ— ଭୀଷ୍ମ ଅରଜୁନ ଶର ଯେ ଲଖା ଲଖି ହୁଅନ୍ତେ ରଜାଏ ଗର୍ଜିଲେ ହୋଇ ସୁଖୀ— କୃଷ୍ଣସିଂହ, ମହାଭାରତ, ଭୀଷ୍ମ।]